ଗୋରଖପୁରରୁ ବାରାଣସୀ ମଧ୍ୟରେ ଆରମ୍ଭ ହେଲା ନୂଆ ବିମାନ ସେବା: ସିଏମ୍ ଯୋଗୀ କହିଲେ—୫ ବର୍ଷରେ ଉତ୍ତରପ୍ରଦେଶରେ ବିମାନ ଯୋଗାଯୋଗ ବ୍ୟବସ୍ଥାରେ ହୋଇଛି ଉନ୍ନତି
ଗୋରଖପୁରରୁ ବାରାଣସୀ ମଧ୍ୟରେ ନୂଆ ବିମାନ ସେବା ଆରମ୍ଭ: ସିଏମ୍ ଯୋଗୀ କହିଲେ—୫ ବର୍ଷରେ ଉତ୍ତରପ୍ରଦେଶରେ ବିମାନ ଯୋଗାଯୋଗ ବ୍ୟବସ୍ଥାରେ ହୋଇଛି ଉନ୍ନତି ଗୋରଖପୁରରୁ ବାରାଣସୀ ମଧ୍ୟରେ ନୂଆ ବିମାନ ସେବାର ଶୁଭାରମ୍ଭ ହୋଇଛି। ଏହି ବିମାନ ସେବାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରୁ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିବା ବେଳେ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟରରୁ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ସିଏମ୍ ଯୋଗୀ … Read more