ମୁମ୍ବାଇର ତୃତୀୟ ୱିକେଟ୍ର ପତନ, ୨୨ ରନ୍ କରି ତିଳକ ବର୍ମା ଫେରିଲେ ପାଭିଲିୟନ୍କୁ, କ୍ରିଜ୍ରେ ଈଶାନ ଓ ପୋଲାର୍ଡ — DC ବନାମ MI ଲାଇଭ୍
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୪ତମ ସିଜନ୍ର ୩୪ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଏକପାଖିଆ ମ୍ୟାଚ୍ରେ ୭ ୱିକେଟ୍ରେ ପରାସ୍ତ କରିଛି। ୧୫୬ ରନ୍ର ଲକ୍ଷ୍ୟକୁ କେକେଆର୍ ରାହୁଲ ତ୍ରିପାଠୀଙ୍କ ଅପରାଜିତ ୭୪ ରନ୍ ଏବଂ ଭେଙ୍କଟେଶ ଆୟରଙ୍କ ୫୩ ରନ୍ର ଇନିଂସ୍ ସହାୟତାରେ ମାତ୍ର ୧୫.୧ ଓଭରରେ ହାସଲ କରିନେଇଛି। ଏହି ବିଜୟ ସହ କୋଲକାତା ପ୍ଲେଅଫ୍ରେ ପହଞ୍ଚିବା ଆଶାକୁ ଜୀବନ୍ତ ରଖିଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ହାରି … Read more