କାଜଲ ହିନ୍ଦୁସ୍ତାନୀ କିଏ, ଯାହାଙ୍କୁ ଗିରଫ କଲା ଗୁଜରାଟ ପୋଲିସ? ରାମନବମୀରେ ଦେଇଥିଲେ ବିବାଦୀୟ ବୟାନ
ନୂଆଦିଲ୍ଲୀ, ଅନଲାଇନ୍ ଡେସ୍କ। କାଜଲ ହିନ୍ଦୁସ୍ତାନୀ ଗିରଫ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା କାଜଲ ହିନ୍ଦୁସ୍ତାନୀଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ରାଜ୍ୟର ସୋମନାଥ ଜିଲ୍ଲାରେ ରାମନବମୀ ଦିନ ଉତ୍ତେଜନାମୂଳକ ବୟାନ ଦେଇଥିଲେ। ଉନା ସହରରେ ରାମନବମୀ ଦିନ ହୋଇଥିବା ହିଂସାତ୍ମକ ସଂଘର୍ଷ ପଛରେ ମଧ୍ୟ ଏହି ବୟାନକୁ ଦାୟୀ କରାଯାଉଛି। ତେବେ କିଏ ଏହି କାଜଲ ହିନ୍ଦୁସ୍ତାନୀ? ଆସନ୍ତୁ ଜାଣିବା। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଗୁଜରାଟ ପୋଲିସର … Read more